DreamPirates > Lyrics > Amar Gaan Bulei Nemi Tate Lyrics

Amar Gaan Bulei Nemi Tate Lyrics

Submitted By : DreamPirates | Last Updated : 2023-09-14 06:30:25

Amar Gaan Bulei Nemi Tate Lyrics

Film/Album :
Language : NA
Lyrics by : Rajesh Pradhan
Singer : Humane Sagar
Composer : Narendra Deep
Publish Date : 2023-09-14 06:30:25

Amar Gaan Bulei Nemi Tate Lyrics


Song Lyrics :

Lyrics
ଆମର ଗାଁ ବୁଲେଇ ନେମି ତତେ ମୋର ମା କହିଛେ ମୋତେ
ହୋ ଆମର ଗାଁ ବୁଲେଇ ନେମି ତତେ ମୋର ମା କହିଛେ ମୋତେ
ଆମର ଗାଁ ବୁଲେଇ ନେମି ତତେ ମୋର ମା କହିଛେ ମୋତେ
ଇ ଶିଲି ସିଲି ପବନ ଝରଣା ର ପାଣି
କୁଇଲିର କୁହୁ ସୁଁବୁରେ ରେ ସଜନି
ଏ ବେବି ଵେବି ବେବି ମୋର କିୟୁଟି ବେବୀ
ଦିଲ ଭିତରେ ମୋର ଆଙ୍କିଛେ ତୋର ଛବି
ତୋର ସୁନ୍ଦରୀ ଚେହେରା ଦେଖି ପ୍ରିଆରେ
ତୋର ମୁଲକି ହସି ଦେଖି କରି ପ୍ରିଆରେ
ଆରେ ଖୁସି ହେବା ମୋର ମାଆ କେତେନି କେତେ
ଆମର ଗାଁ ବୁଲେଇ ନେମି ତତେ।ମୋର ମା କହିଛେ ମୋତେ
ହୋ ଆମର ଗାଁ ବୁଲେଇ ନେମି ତତେ।ମୋର ମା କହିଛେ ମୋତେ
ତୋର ଏସି ଆଦାୟେ ୟେ ଆଙ୍ଖୋ କା କାଜଲ
ମୋର ଦିଲ କେ ଚୁରା ସି ତୋର ନେନା
ୟେ ବାରିସ କା ମୋସମ୍ ଛମ ଛମ୍ ପେର କା ପାୟଲ
ମୋତେ ପାଗଳ କରି ଦେସି ସୁନା
ହୋ ତୋର ୟେଶି ଆଦାୟେ ୟେ ଆଙ୍ଖୋ କା କାଜଲ
ମୋର ଦିଲ କେ ଚୁରା ସି ତୋର ନେନା
ୟେ ବାରିସ କା ମୋସମ୍ ଛମ ଛମ୍ ପେର କା ପାୟଲ
ମୋତେ ପାଗଳ କରି ଦେସି ସୁନା
ହେ ରାନୀ ରାନୀ ରାନୀ ମୋର ଗେହ୍ଲେଇ ରାନୀ
କଥା ମାନି ଜା ସତେ ହାଏରେ ସଜନୀ
ହେ ରାନୀ ରାନୀ ରାନୀ ମୋର ଗେହ୍ଲେଇ ରାନୀ
କଥା ମାନି ଜା ସତେ ହାଏରେ ସଜନୀ
ତୋର ସୁନ୍ଦରୀ ଚେହେରା ଦେଖି ପ୍ରିଆରେ
ତୋର ମୁଲକି ହସି ଦେଖି କରି ପ୍ରିଆରେ
ଆରେ ଖୁସି ହେବା ମୋର ମାଆ କେତେନି କେତେ
ଆମର ଗାଁ ବୁଲେଇ ନେମି ତତେ ମୋର ମା କହିଛେ ମୋତେ
ହୋ ଆମର ଗାଁ ବୁଲେଇ ନେମି ତତେ ମୋର ମା କହିଛେ ମୋତେ
ଖୁବସୁରତ ଚେହେରା ୟେ
କମସିନ ନିଗାହେନ୍ ।
ପାଗଳ କରସି ଜାନେ ଜାନା
ତୋର ମଥା ଥି ସିନ୍ଦୁର ତୋର ହାତ ରେ କଙ୍ଗନ
ପିନ୍ଧେଇ ଦେମିରେ ସଜନା
ହୋ ଖୁବସୁରତ ଚେହେରା ୟେ
କମସିନ ନିଗାହେନ୍ ।
ପାଗଳ କରସି ଜାନେ ଜାନା
ତୋର ମଥା ଥି ସିନ୍ଦୁର ତୋର ହାତ ରେ କଙ୍ଗନ
ପିନ୍ଧେଇ ଦେମିରେ ସଜନା
ହେ ସୁନ ସୁନ୍ ଶୁନ ମୋର ଫୁଲେଇ ରାନୀ
ମନା ନାଇ କରବୁ ତୁଇ ରେ ସଜନୀ
ହେ ସୁନ ସୁନ୍ ଶୁନ ମୋର ଫୁଲେଇ ରାନୀ
ମନା ନାଇ କରବୁ ତୁଇ ରେ ସଜନୀ
ତୋର ସୁନ୍ଦରୀ ଚେହେରା ଦେଖି ପ୍ରିଆରେ
ତୋର ମୁଲକି ହସି ଦେଖି କରି ପ୍ରିଆରେ
ଆରେ ଖୁସି ହେବା ମୋର ମାଆ କେତେନି କେତେ
ଆମର ଗାଁ ବୁଲେଇ ନେମି ତତେ ମୋର ମା କହିଛେ ମୋତେ
ହୋ ଆମର ଗାଁ ବୁଲେଇ ନେମି ତତେ ମୋର ମା କହିଛେ ମୋତେ
ଆମର ଗାଁ ବୁଲେଇ ନେମି ତତେ ମୋର ମା କହିଛେ ମୋତେ
ହୋ ଆମର ଗାଁ ବୁଲେଇ ନେମି ତତେ ମୋର ମା କହିଛେ ମୋତେ

Tag : lyrics

Relative Posts