DreamPirates > Lyrics > Bhijei Dei Jaa Thare Lyrics

Bhijei Dei Jaa Thare Lyrics

Author: DreamPirates | Last Updated : 2023-09-16 07:37:51

Bhijei Dei Jaa Thare Lyrics

Bhijei Dei Jaa Thare Lyrics
Film/Album :
Language : NA
Lyrics by : Arun Mantri
Singer : Humane Sagar
Composer : Asad Nizam
Publish Date : 2023-09-16 07:37:51


Song Lyrics :

ଭିଜେଇ ଦେଇ ଯା’ଥରେ,,
ପ୍ରିୟାତୋ’ ପ୍ରେମ ବର୍ଷାରେ..
ଆଜି ଏ ସାରା ଦୁନିଆ
ଜଳିଲେ ଜଳୁ ଈର୍ଷାରେ..
ତତେ ଚାହିଁ, ଶୋଇ ନାହିଁ
ମୁଁ କାଲି ରାତିରେ..
ଥା’ ପଛେ ଯେତେ ଦୂରେ…
ଆ’ ଥରେ ଆ’ ଥରେ…

ତୁ.. ନାହୁଁ ସବୁତ ଅଧା
ବହୁଦିନୁ ହେଇନି ଓଦା
ଦର ମରା ମୁଁ ତୋ’ବିନା...
ମନ ମୋର ଶୁଖିଲା ମାଟି
ଛିଟା ତୋର ଦେଇଯା’ ଛାଟି
କରୁ କାଇଁ ତୁ ବାହାନା...
ଏକା ଏକା, ଲାଗେ ଏକା
ତୋ ବିନା ସାଥିରେ..
ଥା’ ପଛେ ଯେତେ ଦୂରେ..
ଆ’ ଥରେ ଆ’ ଥରେ..

ତୁ.. ଥରେ ଆସିବୁ ବୋଲି,
ମତେ ଆସି ଡାକିବୁ ବୋଲି
ଖୋଲା ଅଛିମୋ ଝରକା..
କହେ ଆସି ଶ୍ରାବଣ ଋତୁ
ମନେ କାଇଁ ରଖିଚୁ କିନ୍ତୁ
ମତେ ବାଧେରେ ଅଧିକା..
ତୋ’ଚେହେରା, ନାଚେ ପରା
ମୋ ଦୁଇ ଆଖିରେ..
ଥା’ ପଛେ ଯେତେ ଦୂରେ…
ଆ’ ଥରେ ଆ’ ଥରେ…

Tag : lyrics

Watch Youtube Video

Bhijei Dei Jaa Thare Lyrics

Relative Posts