DreamPirates > Lyrics > Dhire dhire bhala pai gal Lyrics

Dhire dhire bhala pai gal Lyrics

Submitted By : DreamPirates | Last Updated : 2023-09-13 03:10:28

Dhire dhire bhala pai gal Lyrics

Film/Album :
Language : NA
Lyrics by : Subrata Swain
Singer : Humane Sagar, Ananya Sritam Nanda
Composer : Prem Anand
Publish Date : 2023-09-13 03:10:28

Dhire dhire bhala pai gal Lyrics


Song Lyrics :

ଧିରେ-ଧିରେ ଭଲ ପାଇଗଲି
ଯେବେ ତୋ ସାଥିରେ ଦେଖା ହେଲି
ଯେବେ ତୋ ସାଥିରେ ଦେଖା ହେଲି
ଧିରେ-ଧିରେ ମନ ଦେଇଦେଲି
ଯେବେ ତୋ ସାଥିରେ କଥାହେଲି
ଯେବେ ତୋ ସାଥିରେ କଥାହେଲି
ବୋଧେ ଏ ପ୍ରେମ ରହିବନି କାଲି
ସମୟ କହିବ ଯିବ ବୋଲି
ଜାଣେନା କାହିଁକି ଦେଖା ହେଲି
ଜାଣେନା କାହିଁକି ଦେଖା ହେଲି
କିଛି ସ୍ବପ୍ନ ସତ ହୁଏ, କିଛି ସତ ହୁଏନା
ସତ ହୁଏନା
କିଛି ପ୍ରେମ ଚାଲୁ-ଚାଲୁ
କେବେ ବାଟ ଭୁଲେନା
ବାଟ ଭୂଲେନା
ଧିରେ-ଧିରେ ତୋତେ ବୁଝିଗଲି
ଯେବେ ଛାଇ ତୋର ଛୁଇଁଦେଲି
ଯେବେ ଛାଇ ତୋର ଛୁଇଁଦେଲି
ବୋଧେ ଏ ଛାଇ ରହିବନି କାଲି
ଅନ୍ଧାର ଆସିଲେ ଯିବ ଚାଲି
ଜାଣେନା କାହିଁକି ଛାଇ ହେଲି
ଜାଣେନା କାହିଁକି ଛାଇ ହେଲି
ବେଳେ ବେଳେ ଖୋଜୁ ଖୋଜୁ
ଆଜି ତୋତେ ପାଇଛି
ତତେ ପାଇଛି
କେତେବେଳେ କଉ କଥା
କିଏ ଅବା ଜାଣିଛି
କିଏ ଜାଣିଛି
ଧିରେ-ଧିରେ ତତେ ଜାଣିଗଲି
ଯେବେ ସ୍ବପ୍ନ ତୋର ଦେଖିଦେଲି
ଯେବେ ସ୍ବପ୍ନ ତୋର ଦେଖିଦେଲି
ବୋଧେ ଏ ସ୍ବପ୍ନ ରହିବନି କାଲି
ସକାଳ ଆସିଲେ ଯିବ ଚାଲି
ଜାଣେନା କାହିଁକି ସ୍ବପ୍ନ ହେଲି
ଜାଣେନା କାହିଁକି ସ୍ବପ୍ନ ହେଲି

Tag : lyrics

Relative Posts