DreamPirates > Lyrics > Hatare To Hata De Lyrics

Hatare To Hata De Lyrics

Submitted By : DreamPirates | Last Updated : 2023-09-15 13:57:43

Hatare To Hata De Lyrics

Film/Album :
Language : NA
Lyrics by : Soumya Ranjan Bal
Singer : Humane Sagar & Sital Kabi
Composer : Bimugdha Das
Publish Date : 2023-09-15 13:57:43

Hatare To Hata De  Lyrics


Song Lyrics :

ହାତରେ ତୋ ହାତ ଦେ

ଥରେ ମୋତେ ଛୁଇଁଦେ

ନଜରରେ ନଜର ମିଶେଇ ତୁ ଦେ

F_ ହାତରେ ତୋ ହାତ ଦେ

ଥରେ ମୋତେ ଛୁଇଁଦେ

ନଜରରେ ନଜର ମିଶେଇ ତୁ ଦେ

M_ ଆଜି କହୁଚି,

କହୁଚି ମୁଁ ଭଲପାଉଚି

ତତେ ରାଣୀ କରି ରଖିବି ମୁଁ କଥା ଦଉଚି

F_ ଆଜି କହୁଚି, କହୁଚି ମୁଁ ଭଲପାଉଚି

ତତେ ପ୍ରେମ ପାଇଁ ଅନୁମତି ଦେଇଦେଇଚି

ଚାହିଁଦେଲେ ହୃଦୟରେ କିଛି ହଉଚି

(କିଛି ହଉଚି)

M_ ହାତରେ ତୋ ହାତ ଦେ

ଥରେ ମୋତେ ଛୁଇଁଦେ

ନଜରରେ ନଜର ମିଶେଇ ତୁ ଦେ

F_ ମୋତି, ତୁ ହୀରା-ମୋତି

ସେଥିପାଇଁ ମନେ ଦେଲି ମୁଁ ସାଇତି

ମୁଁ ସାଇତି

ରାତି, ରାତି ଯାଏ ବିତି

ସାରାରାତି ଚେଇଁ ଚେଇଁ

ମୁଁ ଭାବୁଛି, ମୁଁ ଭାବୁଛି

M_ ଆଜି କହୁଚି, କହୁଚି ମୁଁ ଭଲପାଉଚି

ତତେ ପାଖେ ପାଇ ଆଜିକାଲି ସବୁ ଭୁଲିଚି

ଅଦିନରେ ଇନ୍ଦ୍ରଧନୁ ଝଲସି ଯାଉଚି

(ଝଲସି ଯାଉଚି)

F_ ହାତରେ ତୋ ହାତ ଦେ

ଥରେ ମୋତେ ଛୁଇଁଦେ

ନଜରରେ ନଜର ମିଶେଇ ତୁ ଦେ

M_ ଲାଖି, ଆଖି ଯାଏ ଲାଖି

ଦେଖିଦେଲେ ଥରେ ହାଏ,

ତୋ ସଉକି, ତୋ ସଉକି

F_ ବାଛି, ଆଣିଛି ମୁଁ ବାଛି

ଦୁନିଆଁରୁ ଖୋଜି ତତେ ମୁଁ ପରଖି,

ମୁଁ ପରଖି

M_ ଆଜି କହୁଚି, କହୁଚି ମୁଁ ଭଲପାଉଚି

ତୋ ହାତେ ଦେବି ଚାନ୍ଦ ଆଣି କଥାଦଉଚି

ଶର୍ମିଲି ଦେହରୁ ତୋ ମୁକ୍ତା ଝରୁଚି

(ମୁକ୍ତା ଝରୁଚି)

F_ ହାତରେ ତୋ ହାତ ଦେ

ଥରେ ମୋତେ ଛୁଇଁଦେ

ନଜରରେ ନଜର ମିଶେଇ ତୁ ଦେ

M_ ହାତରେ ତୋ ହାତ ଦେ

ଥରେ ମୋତେ ଛୁଇଁଦେ

ନଜରରେ ନଜର ମିଶେଇ ତୁ ଦେ

Tag : lyrics

Relative Posts