Kahinki Tate 16 Hela Lyrics
Film/Album : | |
Language : | NA |
Lyrics by : | Himansu Samal |
Singer : | Humane Sagar |
Composer : | Mihir Mohanty |
Publish Date : | 2023-09-19 04:03:37 |
ହାଁ-ଆହା-ହା-ହା-ନାଁ-ହାଁ
ହେ-ହେ-ହେ-ନାଁ-ହାଁ-ହାଁ
କାହିଁକି ତୋତେ ଷୋହଳ ହେଲା?
କାହିଁକି ତୋ ଚେହେରା ମୋତେ ଭଲ ଲାଗିଲା?
କାହିଁକି ତୋତେ ଷୋହଳ ହେଲା?
କାହିଁକି ତୋ ଚେହେରା ମୋତେ ଭଲ ଲାଗିଲା?
ପହିଲି ଦେଖାରେ ଲାଖିଲୁ ଆଖିରେ
ଆଖିରୁ ଛାତିରେ ରହି ତୁ ଗଲୁରେ
ଓ, ପହିଲି ଦେଖାରେ ଲାଖିଲୁ ଆଖିରେ
ଆଖିରୁ ଛାତିରେ ରହି ତୁ ଗଲୁରେ
କାହିଁକି କହ କାହିଁକି?
କାହିଁକି ତୋ ସାଥେ ଆଖି ମିଶିଗଲା?
इश्क ହେଇ ଗଲା ମୋତେ प्यार ହେଇ ଗଲା
इश्क ହେଇ ଗଲା ମୋତେ प्यार ହେଇ ଗଲା
इश्क ହେଇ ଗଲା ମୋତେ प्यार ହେଇ ଗଲା
इश्क ହେଇ ଗଲା ମୋତେ प्यार ହେଇ ଗଲା
ପବନଟା ଫାଜିଲ ହେଲା ଓଢ଼ଣୀ ତୋ ଦେଖି
ଗଳିସାରା ଟୋକା ଯେତେ ହେଲେ ବଦମାସି
ବୟସ ତୋ ଚେହେରାରେ ରଙ୍ଗ ଦେଲା ମାଖି
ପାରିଲିନି ସମ୍ଭାଳି ମୁଁ ମନ ଜଗି ରଖି
ଇଚ୍ଛା ମୋ ହେଲାରେ ରେଶମୀ ଛାତିରେ
ମୁଣ୍ଡକୁ ରଖିରେ ହଜିବି ପ୍ରେମରେ
ହାଁ, ଇଚ୍ଛା ମୋ ହେଲାରେ ରେଶମୀ ଛାତିରେ
ମୁଣ୍ଡକୁ ରଖିରେ ହଜିବି ପ୍ରେମରେ
କାହିଁକି କହ କାହିଁକି?
କାହିଁକି ତୋ ମନ କିଣିନେଲା?
इश्क ହେଇ ଗଲା ମୋତେ प्यार ହେଇ ଗଲା
इश्क ହେଇ ଗଲା ମୋତେ प्यार ହେଇ ଗଲା
इश्क ହେଇ ଗଲା ମୋତେ प्यार ହେଇ ଗଲା
इश्क ହେଇ ଗଲା ମୋତେ प्यार ହେଇ ଗଲା
ଫଗୁଣଟା ଛୁଇଁଦେଲା ଯେବେ ଲୁଚି ଛପି
ଦେହ ତୋର ଚମକିଲା ସତେ ସୂର୍ଯ୍ୟମୁଖୀ
ଓଠ ଚାପି ହସୁ ଯେବେ ନିରୋଳାରେ ଦେଖି
ମହୁ-ମହୁ ମନ ଲାଗେ ପ୍ରେମ-ପ୍ରେମ ଛକି
ହାଏ ତୋ ପ୍ରେମରେ ପାଗଳ ହେଲିରେ
କାଉଁରୀ ହସରେ କିମିଆ କଲୁରେ
ହଁ, ହାଏ ତୋ ପ୍ରେମରେ ପାଗଳ ହେଲିରେ
କାଉଁରୀ ହସର କିମିଆ କଲୁରେ
କାହିଁକି କହ କାହିଁକି?
କାହିଁକି ଏ ଋତୁ ରଙ୍ଗବତୀ କଲା?
इश्क ହେଇ ଗଲା ମୋତେ प्यार ହେଇ ଗଲା
इश्क ହେଇ ଗଲା ମୋତେ प्यार ହେଇ ଗଲା
इश्क ହେଇ ଗଲା ମୋତେ प्यार ହେଇ ଗଲା
इश्क ହେଇ ଗଲା ମୋତେ प्यार ହେଇ ଗଲା
इश्क ହେଇ ଗଲା ମୋତେ प्यार ହେଇ ଗଲା
इश्क ହେଇ ଗଲା ମୋତେ प्यार ହେଇ ଗଲା