Mun Bhuli Paruni Kahinki Tate Lyrics
Film/Album : | |
Language : | NA |
Lyrics by : | Prem Darshan |
Singer : | Humane Sagar |
Composer : | Prem Darshan |
Publish Date : | 2023-09-20 16:16:21 |
ହୋ-ହୋ-ଓ-ଓ-ଓ
ହୋ-ଓ-ଓ-ଓ-ଓ-ଓ-ଓ
ହୋ-ଓ-ଓ-ଓ-ଓ-ଓ-ଓ
ହୋ-ଓ-ଓ-ଓ-ଓ-ଓ-ଓ
ଭୁଲିଗଲୁ ତୁ ସିନା ମତେ
ଛାଡିଗଲୁ ତୁ ସିନା ମତେ
ହୋ, ଭୁଲିଗଲୁ ତୁ ସିନା ମତେ
ଛାଡିଗଲୁ ତୁ ସିନା ମତେ
ମୋ ଲୁହ ରାଣ ପ୍ରିୟା
ଶେଷଥର ଶୁଣିଯା
ମୋ ଲୁହ ରାଣ ପ୍ରିୟା
ଶେଷଥର ଶୁଣିଯା
ବିଷ ଟିକେ ଦେ ତୋ ହାତରୁ ମତେ
ମୁଁ ଭୁଲିପାରୁନି କାହିଁକି ତତେ
ମୁଁ ଭୁଲିପାରୁନି କାହିଁକି ତତେ
ମୁଁ ଭୁଲିପାରୁନି କାହିଁକି ତତେ
ମୁଁ ଭୁଲିପାରୁନି କାହିଁକି ତତେ
ହୋ-ହୋ-ଓ-ଓ-ଓ
ହୋ-ଓ-ଓ-ଓ-ଓ-ଓ-ଓ
ମୋ କକ ଲିଭେଇ ଦେଇ ତୋ ମଥାରୁ
କେମିତି ଆଉ କାହା ସିନ୍ଦୂର ନାଇଲୁ
ବିଶ୍ଵାସ ଭାଙ୍ଗିଲେ ହୁଏ କେତେ ଯନ୍ତ୍ରଣା
ଭାଙ୍ଗିଦେଇ ହୃଦୟ ମୋ ଦେଖେଇ ଦେଲୁ
ମୋ ପ୍ରେମରାଣ ପ୍ରିୟା
ଥରୁଟିଏ କହିଯା
ମୋ ପ୍ରେମରାଣ ପ୍ରିୟା
ଥରୁଟିଏ କହିଯା
କେମିତି ତୁ ରହୁଛୁ ଲୋ ଆଉ କା ସାଥେ
ମୁଁ ଭୁଲିପାରୁନି କାହିଁକି ତତେ
ମୁଁ ଭୁଲିପାରୁନି କାହିଁକି ତତେ
ମୁଁ ଭୁଲିପାରୁନି କାହିଁକି ତତେ
ମୁଁ ଭୁଲିପାରୁନି କାହିଁକି ତତେ
ହୋ-ହୋ-ଓ-ଓ-ଓ
ହୋ-ଓ-ଓ-ଓ-ଓ-ଓ-ଓ
ଯେତିକି ହସ ମୁଁ ଦେଇଛି ତୋ ଓଠରେ
ଶହେ ଗୁଣା ଲୁହ ଆଜି ଢ଼ାଳେ ତୋ ନାଆଁ ରେ
ହୁଁ, ଟିକେଟିକେ ମାରୁଛୁ ତୁ କାଇଁ ପ୍ରିୟାରେ
ମାରି ଦଉନୁ କାହିଁକି ତୁ ଏକାଥରେ
ମୋ ଆତ୍ମା ରାଣ ପ୍ରିୟା
ସେ ସହର ଦେଖିଯା
ମୋ ଆତ୍ମା ରାଣ ପ୍ରିୟା
ସେ ସହର ଦେଖିଯା
ଖୋଜିଲେ ବି ପାଇବୁନି ତୁ ମତେ କେବେ
ମୁଁ ଭୁଲିପାରୁନି କାହିଁକି ତତେ
ମୁଁ ଭୁଲିପାରୁନି କାହିଁକି ତତେ
ମୁଁ ଭୁଲିପାରୁନି କାହିଁକି ତତେ
ମୁଁ ଭୁଲିପାରୁନି କାହିଁକି ତତେ
ହୋ-ହୋ-ଓ-ଓ-ଓ
ହୋ-ଓ-ଓ-ଓ-ଓ-ଓ-ଓ
ହୋ-ଓ-ଓ-ଓ-ଓ-ଓ-ଓ
ହୋ-ଓ-ଓ-ଓ-ଓ-ଓ-ଓ