DreamPirates > Lyrics > Rasia Raja? Lyrics

Rasia Raja? Lyrics

Author: DreamPirates | Last Updated : 2023-09-14 17:48:21

Rasia Raja? Lyrics

Rasia Raja? Lyrics
Film/Album :
Language : NA
Lyrics by : Dilip Singh
Singer : Aseema Panda & Humane Sagar
Composer : JN Padma
Publish Date : 2023-09-14 17:48:21


Song Lyrics :

ଭଲ୍ ପାଇମି ତତେ.. ଭଲ୍ ପାଇମି ତତେ ସାରା ଜୀବନ୍
ଦେଖ୍ ରସିଆ ଆଉ କାହାକେ ନାଇଁ ତେବୁ ତୋର ମନ୍ (f)
ଭଲ୍ ପାଇସି କେତେ ତୋର ଇ ସଜନ୍ ତୋର ପାଖେ ତ ଅଛେ
ସୁନା ଇ ମୋର ଜୀବନ(m)
ମରେ ଭଲ ପାଉ ଥିବୁ , ମୋର ସଙ୍ଗେ ସଙ୍ଗେ ଥିବୁ (m)
ତେଖ୍ ଏନ୍ତା କହି ମତେ, ହଁ
ଭୁଲି ନାଇ ଯିବୁ ମୋର କସମ୍ .(f)
ତେଖ୍ ରସିଆ ଆଉ କାହାକେ, ନାଇ ଦେବୁ ତୋର ମନ୍ (f)
ହୋ ତୋର ପାଖେ ତ ଅଛେ ସୁନା ଇ ମୋର ଜିବନ୍ ……(୨) (m)
ହୁଁ ମନେ ଖେଲି ଯାଏ ହଲଚଲ୍ , ଭାବି ଦେଲେ ଧନରେ ମୁଇ ତୋର କଥା (f)….
ତୋର ଲାଗି ହାଏରେ ସୁନା, ଲାଗୁ ଥିଶି ସବୁବେଲେ ମତେ ଚିନ୍ତା (m)
ହେଲେ ତୁଇ ଛୁପାରୁସ୍ତମ୍, ଯାନି ଥା ରେ କାଟି ଦେମି ସବୁ ରିସ୍ତା (f)
ତୁଇ ପଗଲି ହେଲୁ ନ… ହଁ ବାଉରୀ ହେଲୁ ନ… (m)
ତୋର ଲେଖେ କିଏ ଅଛେ, ତୁଇ ଥରେ କହି ଦେନ ଏ ମୋର ସନମ୍ ……..(m)
ତେଖ୍ ରସିଆ ଆଉ କାହାକେ ନାଇଁ ତେବୁ ତୋର ମନ୍ (f)…
ହୋ ତୋର ପାଖେ ତ ଅଛେ ସୁନା ଇ ମୋର ଜୀବନ...(୨)
ମନ୍ ଆକାଶେ ମୋର ତୁଇ,
ଝିଲିମିଲୀ ରୂପାରଙ୍ଗି ସୁନ୍ଦରୀ ଜହ୍ନ (m)…
ଦିଲ ରାଇଜେ ମୋର ଧନ, ରହିଅଛୁ ରହିଥିବୁ ସବୁଦିନ(f)
ହୋ ତୋର ସିବା ମୁଇ ହାଇରେ , ନାଇ ହୁଏ ଆଉ କାହାର୍ ସୁନା ଧନ (m)
ମୁଇଁ ରାଗି ୠଷି ଗଲେ ତୁଇ ମତେ ମନାଉ
ଥିବୁ (f)
ଯଦି ଅଲଗା ଟୁକେଲ ସଙ୍ଗେ, ଧନ କଥା ତୁଇ ହେବୁ ହେବା ଜଲନ୍...(f)
ତୋର ପାଖେ ତ ଅଛେ ସୁନା ଇ ମୋର ଜୀବନ (m)……music
ତେଖ୍ ରସି ଆ ଆଉ କାହା କେ ନାଇଁ ତେବୁ ତୋର ମନ୍ (f)
ତୋର ପାଖେ ତ ଅଛେ ସୁନା ଇ ମୋର ଜୀବନ୍ (m)

Tag : lyrics

Watch Youtube Video

Rasia Raja? Lyrics

Relative Posts