Bhala Mate Pauki Na Lyrics
Film/Album : | |
Language : | NA |
Lyrics by : | Arun Mantri |
Singer : | Humane Sagar |
Composer : | Manmath Mishra |
Publish Date : | 2023-09-19 03:51:32 |
ଭଲ ମତେ ପାଉ କି ନା ଥରେ କହିଦେ..
ମୋ କଥା ଭାବୁ କି ନା ଥରେ କହିଦେ...
ଭଲ ମତେ ପାଉ କି ନା ଥରେ କହିଦେ..
ମୋ କଥା ଭାବୁ କି ନା ଥରେ କହିଦେ...
ତୋ’ ମନ ଭିତରେ ଅଛିକି ନାହିଁ ମୁଁ
କହିଦେ ... କହିଦେ .. କହିଦେ...
ଭଲ ମତେ ପାଉ କି ନା ଥରେ କହିଦେ..
ମୋ କଥା ଭାବୁ କି ନା ଥରେ କହିଦେ...
ଜାଣି ମୁଁ ପାରୁନି ତୋ’ ମନକଥା
ଭାରି ଅବୁଝା ତୋ ନିରବତା..
ପାଖରେ ଥାଇତୁ ପାଖରେ ନାହୁଁ
ସବୁ ଜାଣି କି ଅବୁଝା ହଉ..
ଗୀତ ମୋର ଶୁଣୁ କି ନା ଥରେ କହିଦେ..
ମୋ’ ସ୍ବପ୍ନ ଦେଖୁ କି ନା ଥରେ କହିଦେ..
ତୋ’ ମନ ଭିତରେ ଅଛିକି ନାହିଁ ମୁଁ
କହିଦେ ... କହିଦେ... କହିଦେ..
ଭଲ ମତେ ପାଉ କି ନା ଥରେ କହିଦେ..
ମୋ କଥା ଭାବୁ କି ନା ଥରେ କହିଦେ...
ମୋ’ ଚାରି ପାଖରେ ତୋଅରି ବାସ୍ନା
ମତେ କରୁଚି ସେ ଆନମନା...
ହୁଏତ ମୋ ପ୍ରେମ ଏକତରଫା
ତୋର ଚେହେରା ଛାତିରେ ଛପା..
ମତେ କେବେ ଖୋଜୁ କି ନା ଥରେ କହିଦେ..
ମୋ’ ବାଟ ଚାହୁଁ କି ନା ଥରେ କହିଦେ...
ତୋ’ ମନ ଭିତରେ ଅଛିକି ନାହିଁ ମୁଁ
କହିଦେ ... କହିଦେ... କହିଦେ...
ଭଲ ମତେ ପାଉ କି ନା ଥରେ କହିଦେ..
ମୋ କଥା ଭାବୁ କି ନା ଥରେ କହିଦେ...