DreamPirates > Lyrics > Priya Mo Priya -Tote Mu Jhuruchi Lyrics

Priya Mo Priya -Tote Mu Jhuruchi Lyrics

Submitted By : DreamPirates | Last Updated : 2023-09-20 16:25:35

Priya Mo Priya -Tote Mu Jhuruchi Lyrics

Film/Album :
Language : NA
Lyrics by : Subrat Swain
Singer : HUMANE SAGAR ,LOPAMUDRA DASH
Composer : p
Publish Date : 2023-09-20 16:25:35

Priya Mo Priya -Tote Mu Jhuruchi  Lyrics


Song Lyrics :

?ପ୍ରିୟା~~~ ମୋ ପ୍ରିୟା ~~
ପ୍ରିୟା~~~ ମୋ ପ୍ରିୟା ~~


MUSIC ପ୍ରସ୍ତୁତି ???
???


?ତତେ ମୁଁ ଖୋଜୁଛି ,ତୋ ପାଇଁ ଝୁରୁଛି
ଠିକଣା ହଜିଛି , ବାଟ ମୁଁ ଭୁଲିଚି
କଉଠି ଅଛୁରେ ଆ ~~~
ପ୍ରିୟା~~~ ମୋ ପ୍ରିୟା ~~
ପ୍ରିୟା~~~ ମୋ ପ୍ରିୟା ~~
ପ୍ରିୟା~~~ ମୋ ପ୍ରିୟା ~~
ପ୍ରିୟା~~~ ମୋ ପ୍ରିୟା ~~

?ଜୀବନ ଲାଗିଛି ବାଜି
ପୃଥିବୀ ଯାଇଛି ହଜି

?ଯାଇଥା ଯାଉଠି ହଜି
ତଥାପି ପାଇବି ଖୋଜି


?ଲୁହ ବି ଶୁଖୁନି , କୋହ ବି ଥମୁନି

?ଆଶା ମୋ ସରିନି , ଭରଷା ତୁଟିନି
କଉଠି ଅଛୁରେ ଆ ~~~
ପ୍ରିୟା~~~ ମୋ ପ୍ରିୟା ~~
ପ୍ରିୟା~~~ ମୋ ପ୍ରିୟା ~~

?ତୁ ଆ~~~ ଆରେ ଆ~~
ତୁ ଆ~~~ ଆରେ ଆ~~


?ଖୋଜି ମୁଁ ପାଉନି ତତେ
ସତେକି ଲୁଚିଚୁ ମୋତେ

?ଜୀବନ ଗଲେବି ମୋର
ଥିବି ମୁଁ ଆଖିରେ ତୋର


?ଆଖିବି ପାଉନି , ମନ ବି ବୁଝୁନି

?ନିଶ୍ୱାସ ସରିନି , ବିଶ୍ୱାସ ମରିନି
ଏଇଠି ଅଛି ମୁଁ ଆ~~~
ତୁ ଆ~~~ ଆରେ ଆ~~
ତୁ ଆ~~~ ଆରେ ଆ~~

?ପ୍ରିୟା~~~ ମୋ ପ୍ରିୟା ~~
ପ୍ରିୟା~~~ ମୋ ପ୍ରିୟା ~~
(High scale)
ପ୍ରିୟା~~~ ମୋ ପ୍ରିୟା ~~
ପ୍ରିୟା~~~ ମୋ~ ପ୍ରିୟା ~~
ପ୍ରିୟା~~~ ମୋ~~ ପ୍ରିୟା ~~
ପ୍ରିୟା~~~ ମୋ~ ପ୍ରିୟା ~~
(Normal)
ପ୍ରିୟା~~~ ମୋ ପ୍ରିୟା ~~
ପ୍ରିୟା~~~ ମୋ ପ୍ରିୟା ~~
(High scale)
ପ୍ରିୟା~~~ ମୋ ପ୍ରିୟା ~~
(Normal)
ପ୍ରିୟା~~~ ମୋ ପ୍ରିୟା ~~

Stay Tuned With RK MUSIC ?

Tag : lyrics

Relative Posts