DreamPirates > Lyrics > To Prema Helare Zaroori Lyrics

To Prema Helare Zaroori Lyrics

Submitted By : DreamPirates | Last Updated : 2023-09-13 03:03:58

To Prema Helare Zaroori Lyrics

Film/Album :
Language : NA
Lyrics by : Rakesh Dash
Singer : Humane Sagar , Arpita Choudhury
Composer : Somesh Satpathy
Publish Date : 2023-09-13 03:03:58

To Prema Helare Zaroori Lyrics


Song Lyrics :

Mukhda:
(Male):
ସଜବାଜ ହେଇ ଏମିତି,
ହସି ଦଉ ଯେବେ ମୁରୁକି,
ଦରଦି ଏଇ ଛାତି ରେ ହୁଏ ଜଖମ..

(Female):
ଚାହାଁନା ରେ ଆଉ ଏମିତି,
ଲାଜ ମତେ ମାରି ଦଉଛି,
ପ୍ରେମ ର ଏଇ ବୋଧେ ରେ ନୂଆ ସୋପାନ..

(Male):
ପାଣି ବିନା ରହି ପାରେ କି ରେ ମାଛ,
ଫୁଲ ବିନା ରହି ପାରେ କି ବସନ୍ତ..

(Female):
ମୁକ୍ତା ବିନା ଶାମୁକା କି ରହି ପାରେ,
ତୋ ବିନା ଆଉ କିଛି ଚାହେଁନି ରେ,
ହେଲି ତୋ ମନ ର ମୟୂରୀ..

(Male, female):
ତୋ ପ୍ରେମ ମୋ ପାଇଁ ହେଲା ରେ ଜରୁରି..
ହୃଦୟ ତୋ ପାଖେ ଦେଲି ମୁଁ ହାଜିରୀ.. (0)

Antara 01:
(Male):
ତୋ ଆଖି ତଳେ ମୁଁ,
ରହିଛି ରେ,
କଜଳ ଗାର ଟେ ହେଇ..

ମୋ ଭାଗ୍ୟ ରେ ତୁ,
ଚମକୁ ରେ,
ପାପୁଲି ରେଖା ଟେ ହେଇ..

(Female):
ମୁଁ ଯେବେ ଯେବେ ନାଲି ବିନ୍ଦି ନାଏ,
ଆଇନା ରେ ତୋ ମୁହଁ ଦିଶି ଯାଏ..
(Male):
ମୁଁ ତୋ ପ୍ରେମ ରେ ଟିକେ ଝୁମି ଯାଏ,
ତୋ ପ୍ରେମ ଗୀତ ଗାଇ ବୁଲୁ ଥାଏ,
ହେଇ ତୋ ସଙ୍ଗୀତ ଵାସୁରୀ..

(Female, Male):
ତୋ ପ୍ରେମ ମୋ ପାଇଁ ହେଲା ରେ ଜରୁରି..
ହୃଦୟ ତୋ ପାଖେ ଦେଲି ମୁଁ ହାଜିରୀ.. (1)

Antara 02:
(Female):
ତୋ ଗାଁ ଦେଇକା,
ଚାଲି ଗଲେ ମୁଁ,
ମାଟି ବି ଭିଜି ତ ଯାଏ..

ତୋ ଘର ବାଟ ରେ,
ଚାହିଁ ଦେଲେ ମୁଁ,
ପାଉଁଜି କଥା ମୋ କୁହେ..

(Male):
ତୁ ବରଷି ଯା ମେଘ ଟିଏ ହେଇ..
ଦେ ମତେ ଟିକେ ରଙ୍ଗ ରେ ଭିଜେଇ..

(Female):
ମନ ମଉସୁମୀ ଆସିଛି କି ଫେରି,
ପ୍ରେମ କାଇଁ କରେ ଆଜି ଚୋରି ଚୋରି,
ହେଇ ତୋ ମନ ର ମୟୂରୀ..

(Male, female):
ତୋ ପ୍ରେମ ମୋ ପାଇଁ ହେଲା ରେ ଜରୁରି..
ହୃଦୟ ତୋ ପାଖେ ଦେଲି ମୁଁ ହାଜିରୀ..

Tag : lyrics

Relative Posts