DreamPirates > Lyrics > Jadi Ei Jibanare Asilu Thare Lyrics

Jadi Ei Jibanare Asilu Thare Lyrics

Submitted By : DreamPirates | Last Updated : 2023-09-20 16:06:20

Jadi Ei Jibanare Asilu Thare Lyrics

Film/Album :
Language : NA
Lyrics by : Subrat Swain
Singer : Human Sagar & Ananya Sritam Nanda
Composer : Premanad
Publish Date : 2023-09-20 16:06:20

Jadi Ei Jibanare Asilu Thare Lyrics


Song Lyrics :

(ହୁଁ-ନା-ନା)
(ହୁଁ-ନା-ନା)
(ହୁଁ-ନା-ନା)
(ନା-ନା-ନା)

ଯଦି ଏଇ ଜୀବନରେ ଆସିଲୁ ଥରେ
(ହୁଁ-ନା-ନା)
(ହୁଁ-ନା-ନା)
(ହୁଁ-ନା-ନା)
(ନା-ନା-ନା)

ଯଦି ଏଇ ଜୀବନରେ ଆସିଲୁ ଥରେ
ବାଟ ଚାଲୁ-ଚାଲୁ ରାସ୍ତାରେ
ଛୋଟ ମୋଟ କିଛି କଥାରେ
ହାତ ଛ଼ାଡି ଯିବୁନାହିଁରେ
କହିଦେ ଥରେ

ସତ ହଉ ଅବା ସ୍ବପ୍ନରେ
ଖରା ହଉ ଅବା ଛାଇରେ
ରହିଥିବୁ ମୋ ସାଥିରେ
କହିଦେ ଥରେ, ହେ-ହେ-ଓ

(ହୁଁ-ନା-ନା)
(ହୁଁ-ନା-ନା)
(ହୁଁ-ନା-ନା)
(ନା-ନା-ନା)

(ହୁଁ-ନା-ନା)
(ହୁଁ-ନା-ନା)
(ହୁଁ-ନା-ନା)
(ନା-ନା-ନା)

I just wanna say you babe
I've no desire
Being apart from you, my world is on fire
There's no care, no feel
Without you I can't fly high, high, high

ହୁଁ, ସବୁ ରାତିରେ, ସବୁ ଋତୁରେ
ଛିଟା-ଛିଟା ମିଠା ଛୁଇଁବା
ଶୋଇବା, ଟିକେ ଚେଇଁବା
ଟିକେ ମିଠା-ମିଠା କଥା ଭାବିବା

ହୁଁ, ସବୁ ସଂଜରେ, ସବୁ ସକାଳେ
ହାତ ଧରି ଦୁହେଁ ଚାଲିବା
ବସିବା, ଟିକେ ହସିବା
ଟିକେ ମନକଥା ଖୋଲି କହିବା

ଯଦି ଥରେ ମନ ତୋର ମାନିଲା ପରେ

(ହୁଁ-ନା-ନା)
(ହୁଁ-ନା-ନା)
(ହୁଁ-ନା-ନା)
(ନା-ନା-ନା)

ଯଦି ଥରେ ମନ ତୋର ମାନିଲା ପରେ
ନିଦ ହଜିଯିବ ରାତିରେ
ଭାବୁଥିବି ତତେ ସାଥିରେ
ଭୁଲିବୁନି ଜମା ମତେରେ
କହିଦେ ଥରେ

ଘର ତୋଳିଦେବା ଜହ୍ନରେ
ଘୁରି ବୁଲୁଥିବା ମେଘରେ
ଝୁଲୁଥିବା ଫୁଲ ଦୋଳିରେ
କହିଦେ ଥରେ, ହେ-ହେ-ଓ

(ହୁଁ-ନା-ନା)
(ହୁଁ-ନା-ନା)
(ହୁଁ-ନା-ନା)
(ନା-ନା-ନା)

(ହୁଁ-ନା-ନା)
(ହୁଁ-ନା-ନା)
(ହୁଁ-ନା-ନା)
(ନା-ନା-ନା)

ନା-ନା-ନା
ନା-ନା-ନା

ହୁଁ, ସବୁ ବାଟରେ, ସବୁ ଘାଟରେ
ଦୁହେଁ ଦୁହିଁଙ୍କୁ ଖୋଜିବା
ଇନ୍ଦ୍ରଧନୁର ରଙ୍ଗରେ ଆମେ ଦୁହିଙ୍କର ଛବି ଆଙ୍କିବା

ହୁଁ, ସବୁ ସହରେ, ସବୁ ବଜାରେ
ଦୁହେଁ ଦୁହିଁଙ୍କୁ ଭେଟିବା
ଭିଜା-ଭିଜା ଯେବେ ନିଆରାରେ ନୂଆ-ନୂଆ କଥା ବାଣ୍ଟିବା

ଯଦି କେବେ ହାତ ମୋର ଧରିଲୁ ଥରେ
(ହୁଁ-ନା-ନା)
(ହୁଁ-ନା-ନା)
(ହୁଁ-ନା-ନା)
(ନା-ନା-ନା)

ଯଦି କେବେ ହାତ ମୋର ଧରିଲୁ ଥରେ
ପାଦ ମିଶେଇବୁ ପାଦରେ
ଫୁଲ ହଉ ଅବା କଣ୍ଟାରେ
ଥକିବୁନି ଅଧା ବାଟରେ
କହିଦେ ଥରେ

ବସନ୍ତରେ ଅବା ବର୍ଷାରେ
ଆମ ପ୍ରେମ ଥିବ ଚର୍ଚ୍ଚାରେ
ଜଳୁଥିବେ ସବୁ ଇର୍ଷାରେ
କହିଦେ ଥରେ, ହେ-ହେ-ହେ

(ହୁଁ-ନା-ନା)
(ହୁଁ-ନା-ନା)
(ହୁଁ-ନା-ନା)
(ନା-ନା-ନା)
(ହୁଁ-ନା-ନା)
(ହୁଁ-ନା-ନା)
(ହୁଁ-ନା-ନା)
(ନା-ନା-ନା)
(ହୁଁ-ନା-ନା)
(ହୁଁ-ନା-ନା)
(ହୁଁ-ନା-ନା)
(ନା-ନା-ନା)
(ହୁଁ-ନା-ନା)
(ହୁଁ-ନା-ନା)
(ହୁଁ-ନା-ନା)
(ନା-ନା-ନା)

Tag : lyrics

Relative Posts