DreamPirates > Lyrics > MAA TOH BINA Lyrics

MAA TOH BINA Lyrics

Submitted By : DreamPirates | Last Updated : 2023-09-12 17:28:58

MAA TOH BINA Lyrics

Film/Album :
Language : NA
Lyrics by : Gurudatta beher
Singer : Human sagar
Composer : Matruprasad rat
Publish Date : 2023-09-12 17:28:58

MAA TOH BINA Lyrics


Song Lyrics :

ଗପ କହି କହି ଲକ୍ଷେ ଜହ୍ନକୁ

ଆଣି ମୋ ହାତେ ଧରେଇ ଦଉ

କାହାର ନଜର ଲାଗିବା ଆଗରୁ

ତୁ ମତେ ଘୋଡେଇ ଦଉ

କଳାକାହ୍ଵନୁ ମୁ ତୋର

ତୁ ଯଶୋଦା ପରି ମା ମୋର

ତୋ ଗର୍ଭରୁ କାଢି ମତେ ଡ୍‌

ଆଣି ଦେଖେଇଲୁ ରେ ସଂସାର ୨ ¦

ତୋ ହାତ ମୋ ମଥାରେ ରହିଥୁଲେ

ପାଦ ଧୂଳି ତୋର ନଉଥୁଲେ

କିଛି ଖୋଜିବିନି

ମା ତୋ ବିନା ମୁ ରହିପାରିବିନି (୨)

ସିଂହାସନରେ ବସିବାକୁ କରେ ଯେ ଲୋଭ

ସିଏ ମା କୋଳରେ ବସିବାରେ ଜାନିନି ଲାଭ

ନମିଳୁ ପଛେ ମୋ ଭାଗ୍ୟରେ ଟିକିଏ ଶୁଭ

ମୋ ପାଖରେ ଥୁଲେ ମା ଲୋ ମୋର ହଜାରେ ଲାଭ

ତୋ ପଣତେ ଅଛି ମୋର

ବୋଧେ ଝୁଲଣାର ନିଦଘର

ସେ ପଣତେ ଶୋଇଗଲେ

ଦୁଃଖ ଲାଗେ ସୁଖ ପରି ମୋର

€ - କଥା ସବୁ ତୋର ମିଠା ମିଠା

ମିଠା ମିଠା ପୁଣି ଏତେ ମିଠା

ମୁ କହିଁ ପାରିବିନି

ମା ତୋ ବିନା ମୁ ରହିପାରିବିନି (9)

ଚୋ ଆଖ୍‌ ତାରା ଆଜି ତତେ ଝୁରୁଛି ପରା

ମା ଆଲୋ ଫେରି ତୋ ହାତ ଧରି ଚାଲିବି ପରା

ଖରାବାଜିଲେ ଦଉଥୁଲୁ ମତେ ତୁ ଛାଇ

ମତେ ମଣିଷକରି ଗଲୁ ତୁ ଫେରି

କହ ଲୋ କାଇଁ

ଶୁଣିଥୂଲି ଗଛ ଥୂଲେ

ଡାଳ ଆପେ ହବ୍‌ କଅଁଳି

ଏ ପୃଥୁବୀ ଚାହେଁ ନାହିଁ

ମତେ ଲୋଡା ଖାଲି ମୋ ମା

ପାଉଁଶ ତଳୁ ଉଠି ଆ ରେ ଫେରି

ଧନ ଧନ ମତେ କହରେ ଥରେ

ଜମା କହିବିନି

ମା ଚୋ ବିନା ମ ନହିମାରି

*Song: Maa to Bina

*Singer : –Humane Sagar

*Lyrics:Gurudatta behera

*Music :Matruprasad rath

*Producer:Shreenibas pattnayak

Tag : lyrics

Relative Posts