DreamPirates > Lyrics > Prema Faguna Lyrics

Prema Faguna Lyrics

Submitted By : DreamPirates | Last Updated : 2023-09-14 11:56:53

Prema Faguna Lyrics

Film/Album :
Language : NA
Lyrics by : Ranjan Nayak
Singer : Humane Sagar & Aseema Panda
Composer : Matru prasad Rath
Publish Date : 2023-09-14 11:56:53

 Prema Faguna Lyrics


Song Lyrics :

LYRICS
**********


ମୁଖୁଡ଼ା:-
*****
M:-
ଆକାଶରେ ଦେଖି ଜହ୍ନ
କାଇଁ ମନେ ହୁଏ ତୋ ମନ ପରି

F:-
ଲାଗୁଚି ଯେମିତି ମତେ
ତୋ ପ୍ରେମ ଡାକିଲାଣି ହାତ ଠାରି

Cross:-
M:-
ପହିଲି ପ୍ରେମର ଛୁଆଁ ଲାଗିଛି ଏ ମନରେ
ମାନ ଅଭିମାନ ସବୁ ସରୁଛି ତା ପାଖରେ.......

ଜୀବନଟା ଆଜି, ଲାଗେ ଭରାଭରା
ଦିନସରେ ହସିହସି....

Tag:-
ପ୍ରେମଫଗୁଣଟା ଏବେ ଏବେ
ଜୀବନେ ଆସି
ଭରିଦେଲା ମନସାରା ମୋର
ଅସରା ଖୁସି..(୦)

ଅନ୍ତରା:-୦୧
******
M:-
ଚାନ୍ଦମୁହଁ ଯେବେ ତୋର ଦେଖେରେ
ଦିନରେ ବି ପୁନେଇଁଟା ଆସେରେ

F:-
ଗହଳିରୁ ଟିକେ ବେଶୀ ଦୂରରେ
ତୋ ସାଥିରେ ଗପିବାକୁ ଚାହେଁରେ

Cross:-
M:-
ନଜର ମିଶେଇବାକୁ
ଭଲ ଲାଗେ ଏତେରେ
ମରୁଭୂଇଁରେ ମେଘକୁ
ଖୋଜାହୁଏ ଯେତେରେ.

ଇଚ୍ଛାହୁଏ ମୋର, ସବୁ ରଙ୍ଗ ସତେ
ତୋ ବାଟେ ଯାଉ ବରଷି..

Tag:-
ପ୍ରେମଫଗୁଣଟା ଏବେ ଏବେ
ଜୀବନେ ଆସି
ଭରିଦେଲା ମନସାରା ମୋର
ଅସରା ଖୁସି..(୦୧)

ଅନ୍ତରା:-୦୨
*****
F:-
ଇଛାହୁଏ ପଚାରିବାକୁ ତତେ
ଭଲପାଉ କହିଦେ କେତେ ମତେ

M:-
ଶବଦରେ ହୁଏ ନାହିଁ କହିରେ
ହେଲେ ସବୁ ହୃଦୟରେ ଥାଏରେ

Cross:-
ଯେବେଯେବେ ମୁଁ ଚାଲେ
ତୋ ଚିହ୍ନା ବାଟରେ
ଲାଗେ ସତେ ବାଟ ସାରା
ମୋତି ଝରିଯାଏରେ...

ସେଥିପାଇଁ ବୋଧେ, ହୃଦୟଟା ମୋର
ଭାବିହୁଏ ତତେ ବସି...

Tag:-
ପ୍ରେମଫଗୁଣଟା ଏବେ ଏବେ
ଜୀବନେ ଆସି
ଭରିଦେଲା ମନସାରା ମୋର
ଅସରା ଖୁସି..(୦୨)

Tag : lyrics

Relative Posts